Below header
Browsing Tag

murder to women

ପନିକିରେ ହାଣି ମହିଳାଙ୍କୁ ହତ୍ୟା, ବୈତରଣୀ ନଦୀ ବନ୍ଧରେ ପଡିଛି ମୃତଦେହ

ଯାଜପୁର ଟାଉନ (କେନ୍ୟୁଜ): ପନିକିରେ ହାଣି ମହିଳାଙ୍କୁ ହତ୍ୟା। ମୃତକଙ୍କ ନାମ ରେଣୁକା ଜେନା ବୋଲି ଜଣାପଡିଛି। ମଙ୍ଗଳପୁର ଥାନା ଦତ୍ତପୁର ପଂଚାୟତ ହେମନ୍ତପୁର ଗ୍ରାମରେ ଘଟିଛି ଏଭଳି ଘଟଣା । ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ବୈତରଣୀ ନଦୀବନ୍ଧ ହେମନ୍ତପୁର ଠାରେ ମୃତ ଶରୀର ଠାବ…