Below header
Browsing Tag

MVI

କୋଟିପତି ଏମଭିଆଇ ପଞ୍ଚାନନ ବେହେରା ଗିରଫ, ଆୟ ଠାରୁ ୨୯୩% ଅଧିକ ସଂପତ୍ତି ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର (କେନ୍ୟୁଜ): କୋଟିପତି ଏମଭିଆଇ ଗିରଫ । ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ପାଖରେ ଆୟ ଠାରୁ ୨୯୩ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି । ତାଙ୍କର ଭୁବନେଶ୍ବରରେ ଦୁଇଟି କୋଠା, ୩୧ଟି ପ୍ଲଟ ରହିଛି ।…

ଭିଜିଲାନ୍ସ ଜାଲରେ MVI, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ନୟାଗଡ଼ (କେନ୍ୟୁଜ): ଭିଜିଲାନ୍ସ ଜାଲରେ MVI। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ MVI ପଞ୍ଚାନନ ବେହେରାଙ୍କ ଘରେ ଚଢ଼ାଉ। ନୟାଗଡ଼ ସହ ନିଶ୍ଚିନ୍ତକୋଇଲି ସ୍ଥିତ ବାସଭବନ ଓ ଅଫିସ ସମେତ ଏକକାଳୀନ ୭ଟି ସ୍ଥାନରେ ରେଡ୍ ଚାଲିଛି। ପଞ୍ଚାନନ ବେହେରାଙ୍କର ଭୁବନେଶ୍ବର ଶୈଳଶ୍ରୀ ବିହାରରେ…