Below header
Browsing Tag

nabajoubana darshan

ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ, ସକାଳ ୮ଟାରେ ତାଟି ଫିଟା ନୀତି

ପୁରୀ (କେନ୍ୟୁଜ): ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ। ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ। ଏହାପରେ ସକାଳ ୯ଟାରୁ ୧୦ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ହେବ। ବିଶେଷ ନୀତି…

ଜାଣନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ନବଯୌବନ ବେଶର ମାହାତ୍ମ୍ୟ

ଦେବସ୍ନାନ ପୂର୍ଣ୍ଣିମା ରାତ୍ରିରେ ସ୍ନାନ ବେଦୀରୁ ଶ୍ରୀମନ୍ଦିର ଭିତର କାଠ ନିକଟସ୍ଥ ଅଣସର ପିଣ୍ଡିକୁ ବିଜେ କରିଥାନ୍ତି ଶ୍ରୀଜୀଉ। ଏହାପରେ ଅଣସର ତାଟି ସାମ୍ନାରେ ପଟି ଦିଅଁ ପୂଜା ପାଇଥାନ୍ତି। ଏହି ପଟି ଠାକୁରଙ୍କ ମଧ୍ୟରେ ବଳଭଦ୍ର ବାଡରେ ବାସୁଦେବ, ସୁଭଦ୍ରାଙ୍କ ବାଡରେ ଭୁବନେଶ୍ବରୀ ଏବଂ…