Browsing Tag

nabami puja

ପ୍ରମୁଖ ଦେବୀ ପୀଠରେ ଚାଲିଛି ମାଆ ଜଗଜ୍ଜନନୀଙ୍କର ଷୋଡ଼ଶ ଉପଚାର ପୂଜା, ଆଜି ନବମୀ ତିଥିରେ ମାଆ କଟକ ଚଣ୍ଡୀ ମହାଲକ୍ଷ୍ମୀ…

କଟକ: ରାଜ୍ୟର ପ୍ରମୁଖ ଦେବୀ ପୀଠରେ ଚାଲିଛି ମାଆ ଜଗଜ୍ଜନନୀଙ୍କର ଷୋଡ଼ଶ ଉପଚାର ପୂଜା । ଆଜି ନବମୀ ତିଥିରେ ମାଆ କଟକ ଚଣ୍ଡୀ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି। ଗତକାଲି ମହାକାଳୀ ବେଶରେ ଦର୍ଶନ ଦେଇଥିଲେ ମଆ । ମୂଳାଷ୍ଟମୀରେ ଘଟ ସ୍ଥାପନ ପରଠୁ ଷୋଡ଼ଶ ଉପଚାର ଦୁର୍ଗାପୂଜା ଆରମ୍ଭ ହୋଇଥିଲା…