Browsing Tag

nachuni murder case

ଖୋର୍ଦ୍ଧା ନାଚୁଣୀ ହରିପୁର ଜଙ୍ଗଲରେ ସୁଟକେସରୁ ମୃତଦେହ ଉଦ୍ଧାର ଘଟଣା, ଏବେ ବି ଅନେକ ପ୍ରଶ୍ନବାଚୀ

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ନାଚୁଣୀ ଥାନା ହରିପୁର ଜଙ୍ଗଲରେ ସୁଟକେସରୁ ମୃତଦେହ ଉଦ୍ଧାର ଘଟଣା ଏବେ ବି ଅନେକ ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇଛି । ଜେଲ ଯାଇଛନ୍ତି ଗିରଫ ୩ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ମୃତ ମନୋରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ମିଲି ଦାସ । ସେ ମର୍ଡର ପ୍ଲଟ୍‌ ରଚିଥିଲା…