ଉତ୍ତରପ୍ରଦେଶ ହାପୁରରେ ନାଗିନର ପ୍ରତିଶୋଧ! ଖୋଜି ଖୋଜି ମାରୁଛି ଚୋଟ, ୩ ମୃତ
ପ୍ରତିଶୋଧ ନେଉଛି ନାଗିନ୍ । ଗାଁରେ ଲୋକଙ୍କୁ ଖୋଜି ଖୋଜି ମାରୁଛି ଚୋଟ । ଏ କୌଣସି ଫିଲ୍ମ ଟିଭିର କାହାଣୀ ନୁହେଁ ଏହା ସମ୍ପୂର୍ଣ୍ଣ ସତ ଘଟଣା । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଉଛି । ଫିଲ୍ମ ଏବଂ ଟିଭି ଷ୍ଟାଇଲରେ ଦେଖୁଥିବା ଦୃଶ୍ୟ ଏବେ ଘଟୁଛି ବାସ୍ତବରେ । ଏହି ନାଗିନ୍ ଜଣେ କି ଦୁଇ…