Below header
Browsing Tag

nail biting habit

ନଖ କାମୁଡୁ ଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ ଭୋଗିବାକୁ ପଡିବ ଏହି ସମସ୍ୟା

ନଖ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ। ପିଲା ବେଳୁ ଆପଣ ଶୁଣି ଆସୁଛନ୍ତି ନଖ ଚୋବାଇବା ଗୋଟିଏ ଖରାପ ଅଭ୍ୟାସ ,କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ଏଭଳି ଖରାପ ଅଭ୍ୟାସ କଣ ପାଇଁ । ଆମେ ଶୁଣିଛେ ନଖ ଖାଇବା ଦ୍ୱାରା ଅଧିକାଂଶ ରୋଗର ସମସ୍ୟା ହୋଇପାରେ ,କିନ୍ତୁ ହୁଏତ ଆମେ ଜାଣି…