Browsing Tag

Nambala Ravi Kumar

KBCରେ ୨୫ ଲକ୍ଷ ଜିତିଲେ ଓଡ଼ିଆ ଯୁବକ ରବି କୁମାର

ଲୋକପ୍ରିୟ ରିୟଲିଟି ସୋ କୌନ ବନେଗା କରୋଡପତିରେ ୨୫ ଲକ୍ଷ ଟଙ୍କା ଜିତିଛନ୍ତି ଓଡିଆ ଯୁବକ ନମ୍ବଲା ରବି କୁମାର । କୋରପୁଟ ଜିଲ୍ଲା ଦାମନଯୋଡିର ନାଲକୋରେ ଟେକ୍ନିସିଆନ ଭାବେ କାମ କରନ୍ତି  ୪୭ ବର୍ଷୀୟ ରବି ।  ୨୦୦୦ ମସିହାରୁ କୌନ ବନେଗା କରୋଡପତି ପାଇଁ ପ୍ରସ୍ତୁତି ଚଲାଇଥିଲେ ରବି କୁମାର। ଆଉ ୭…