ନିଆରା ଢଙ୍ଗରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା: ୧୨୧୩ଟି ମାଟି କପ୍ ସାହାଯ୍ୟରେ ନିର୍ମାଣ ହେଲା ବାଲୁକାକଳା
ପୁରୀ(କେନ୍ୟୁଜ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିବସ ଅବସରରେ ପୂରୀ ବେଳାଭୂମିରେ ବାଲୁକାକଳା । ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଏ ଅବସରରେ ମାଟି ନିର୍ମିତ ଚା କପ୍ ସାହାଯ୍ୟରେ ମୋଦିଙ୍କ…