Browsing Tag

nashik central jail

କରୋନା ସହ ଲଢେଇ: ୧୫୦୦ କଏଦୀ ନିଜ ବେତନରୁ ଜମା କଲେ ୨.୭୬ ଲକ୍ଷ, ସିଏମ ରିଲିଫ ଫଣ୍ଡରେ କଲେ ଦାନ

କରୋନା ବିରୋଧରେ ଜାରି ରହିଥିବା ଏହି ମହାଯୁଦ୍ଧରେ ଯେ କେହି ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି । ଆଉ ଏଥିରୁ ବାଦ ପଡ଼ିନାହାନ୍ତି ଜେଲର କଏଦୀ । ନାସିକ ସେଣ୍ଟ୍ରାଲ ଜେଲର କଏଦୀମାନେ ନିଜ ଫଣ୍ଡରୁ ୨.୭୬ ଲକ୍ଷ ଟଙ୍କାର ସହାୟତା ରାଶି ମହାରାଷ୍ଟ୍ର ସିଏମ ରିଲିଫ ଫଣ୍ଡରେ ଜମା କରାଇଛନ୍ତି ।…