Browsing Tag

national anthem of India

ଭାଇରାଲ୍ ହେଉଛି ଜାତୀୟ ସଙ୍ଗୀତ ଗାଉଥିବା ଛୋଟ ଛୁଆର ଭିଡ଼ିଓ, ଦେଖିଛନ୍ତି ୧ ଲକ୍ଷରୁ ଅଧିକ ଲୋକ

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଛୋଟ ପିଲା ଭାରତର ଜାତୀୟ ସଙ୍ଗୀତ ଗୀତ ଗାଉଛନ୍ତି। ପୁଣି ଏହି ଭିଡିଓରେ ୧ ଲକ୍ଷରୁ ଅଧିକ ଭ୍ୟୁ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ଅନେକ ଲୋକ ପସନ୍ଦ କରିଛନ୍ତି। ଏହି ଭିଡିଓଟି ଭର୍ଟିଗୋ…