Below header
Browsing Tag

natu kaka

ଚାଲିଗଲେ ଲୋକପ୍ରିୟ ଅଭିନେତା ଘନଶ୍ୟାମ ନାୟକ, ନାଟୁ କାକା ନାଁରେ ଥିଲେ ପ୍ରସିଦ୍ଧ

ମୁମ୍ବାଇ: ଲୋକପ୍ରିୟ ଟିଭି ସୋ ତାରକ ମେହେଟ୍ଟା କା ଓଲଟା ଚାଷମାରେ ନାଟୁ କାକାଙ୍କ ଚରିତ୍ରରେ ଜଣାଶୁଣା ଅଭିନେତା ଘନଶ୍ୟାମ ନାୟକଙ୍କ ଦେହାନ୍ତ। ମାତ୍ର ୭୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ତାରକ ମେହେଟ୍ଟା କା ଓଲଟା ଚାଶମାର ନିର୍ମାତା ଅସିତ ମୋଦୀ ଟ୍ୱିଟରରେ ଏହି ଖବର…

କ୍ୟାନ୍ସରରେ ପୀଡିତ ଅଛନ୍ତି “ତାରକ ମେହତା କା ଓଲଟା ଚଷମା”ର ନଟ୍ଟୁ କାକା, କେମୋ ଥେରାପିରେ ଚାଲିଛି…

କ୍ୟାନ୍ସରରେ ପୀଡିତ "ତାରକ ମେହତା କା ଓଲଟା ଚଷମା"ର ନଟ୍ଟୁ କାକା । ନଟୁ କାକା ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଘନଶ୍ୟାମ ନାୟକଙ୍କୁ କ୍ୟାନସର ହୋଇଥିବା ଜଣାପଡିଛି। ଏବେ ତାଙ୍କୁ କେମୋ ଥେରାପିରେ ଚିକିତ୍ସା ଚାଲିଛି। କିଛି ଦିନ ତଳେ ସେ ଶୋ ପାଇଁ ସ୍ପେଶାଲ ଏପିସୋଡ ସୁଟ୍‌ କରିଥିଲେ।…