Below header

ଚାଲିଗଲେ ଲୋକପ୍ରିୟ ଅଭିନେତା ଘନଶ୍ୟାମ ନାୟକ, ନାଟୁ କାକା ନାଁରେ ଥିଲେ ପ୍ରସିଦ୍ଧ

ମୁମ୍ବାଇ: ଲୋକପ୍ରିୟ ଟିଭି ସୋ ତାରକ ମେହେଟ୍ଟା କା ଓଲଟା ଚାଷମାରେ ନାଟୁ କାକାଙ୍କ ଚରିତ୍ରରେ ଜଣାଶୁଣା ଅଭିନେତା ଘନଶ୍ୟାମ ନାୟକଙ୍କ ଦେହାନ୍ତ। ମାତ୍ର ୭୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ତାରକ ମେହେଟ୍ଟା କା ଓଲଟା ଚାଶମାର ନିର୍ମାତା ଅସିତ ମୋଦୀ ଟ୍ୱିଟରରେ ଏହି ଖବର ପୋଷ୍ଟ କରିଛନ୍ତି।

ନାଟୁ କାକା ଆକା ଘନଶ୍ୟାମ ନାୟକ ପାଖାପାଖି ୨୦୦ ଗୁଜୁରାଟୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ସହିତ ପ୍ରାୟ ୩୫୦ ହିନ୍ଦୀ ସିରିଏଲରେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.