ଥମୁନି CAA ତାତି, ଗୌହାଟୀରେ ଫସିଛନ୍ତି ଓଡ଼ିଶାର ୬୫ NCC ଛାତ୍ର
ଥମୁନି CAA ତାତି। ଗୌହାଟୀରେ ଫସିଛନ୍ତି ୬୫ NCC ଛାତ୍ର। ସମସ୍ତ NCC ଛାତ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲାର। ଗତ ୧୧ ତାରିଖରେ ସେମାନେ ସିଲଂର ନର୍ଥ ଇଷ୍ଟର୍ଣ୍ଣ ରିଜନ୍ ଟ୍ରାକିଂ କ୍ୟାମ୍ପକୁ ଯାଇଥିଲେ। । କିନ୍ତୁ ସେମାନେ ନିର୍ଦ୍ଦିଷ୍ଟ ଯାଗାରେ ପହଞ୍ଚିପାରିଲେନି । ଫଳରେ ବର୍ତ୍ତମାନ ଗୌହାଟୀର…