ମହେଶ ଭଟ୍ଟ ଓ ମୈାନୀ ରାୟଙ୍କ ସମେତ ଏହି ୬ ତାରକାଙ୍କ ବିରୋଧରେ ଜାତୀୟ ମହିଳା କମିସନ ପଠାଇଲେ ନୋଟିସ୍, ଯୈାନ ଉତ୍ପୀଡ଼ନ…
ମୁମ୍ବାଇ : ବଲିଉଡ୍ରେ ଝିଅମାନଙ୍କୁ ଫିଲ୍ମ, ମଡେଲିଙ୍ଗ୍ ଓ ପ୍ରୋଜେକ୍ଟ ଦେବା ବାହାନାରେ ଯୈାନ ଉତ୍ପୀଡନ୍ ନେଇ ସବୁବେଳେ ଅଭିଯୋଗ ହୁଏ । ହେଲେ କେହି ଏହା ବିରୋଧରେ ଆଗେଇ ଆସବାକୁ ସାହସ କରୁନଥିବାରୁ ତାହା ଦବିଯାଏ । ଏବେ ଜଣେ ସାମାଜିକ କର୍ତ୍ତା ବଲିଉଡ୍ର କେତେକ ହସ୍ତୀଙ୍କ ବିରୋଧରେ…