NEET ଓ JEE ପରୀକ୍ଷା ହେଉଥିବା ସହରରେ ଲାଗୁ ହେବନି ସଟ୍ଡାଉନ ଓ ଲକ୍ଡାଉନ, କଟକଣା ଲାଗୁ ନ କରିବାକୁ SRCଙ୍କ…
ଭୁବନେଶ୍ବର: NEET ଓ JEE ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧା । ପରୀକ୍ଷା ହେଉଥିବା ସହରରେ ଲାଗୁ ହେବନି ସଟ୍ଡାଉନ ଓ ଲକ୍ଡାଉନ । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଓ ସେପ୍ଟେମ୍ବର ୧୨ରୁ ୧୪ ଯାଏ କଟକଣା କୋହଳ କରାଯିବ। କଟକଣା ଲାଗୁ ନ କରିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧ରୁ ୭…