ନବୀନଙ୍କ ଦାବି : ୩୪ ଶହ କୋଟି ଟଙ୍କା ଛାଡ କରୁ କେନ୍ଦ୍ର
ଭୁବନେଶ୍ବର (କେନ୍ୟୁଜ୍) : ୩୪ ଶହ କୋଟି ଟଙ୍କା ଛାଡ କରୁ କେନ୍ଦ୍ର । ନୀତି ଆୟୋଗ ବୈଠକରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ମାଓ ବିରୋଧୀ କାର୍ୟ୍ୟାନୁଷ୍ଠାନ ପାଇଁ କେନ୍ଦ୍ରୀୟ ସୁରକ୍ଷାବଳ ନିୟୋଜିତ ହୋଇଛନ୍ତି । ସିଆରପିଏଫ୍, ବିଏସ୍ଏଫ୍ ଓ ଆରଏଏଫ୍ ନିୟୋଜିତ…