Browsing Tag

nepal earthquake

୯ ଘଣ୍ଟାର ସଂଘର୍ଷ ପରେ ନୂଆ ଜୀବନ ପାଇଲେ ମହିଳା, ଭୂକମ୍ପ ପରେ ନେପାଳରୁ ଆସିଲା ହୃଦୟ ବିଦାରକ ଭିଡିଓ

ନୂଆଦିଲ୍ଲୀ : ଶୁକ୍ରବାର ରାତିରେ ନେପାଳରେ ୬.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ-ଏନସିଆର ଅଞ୍ଚଳ, ବିହାର, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସମେତ ଉତ୍ତର ଭାରତରେ ଏହାର ତୀବ୍ରତା ଅନୁଭୂତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ୧୧ଟା ୩୨ ମିନିଟରେ ଭୂପୃଷ୍ଠର ୧୦ କିଲୋମିଟର୍…