Browsing Tag

neurologist

ସ୍ନାୟୁ ଜନିତ ରୋଗରୁ ରକ୍ଷା ପାଇବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ,ଜାଣନ୍ତୁ ଖାଦ୍ୟର ନାମ

ବର୍ତ୍ତମାନ ଦିନକୁ ଦିନ ନୂଆ ନୂଆ ରୋଗର ସାମ୍ନା କରୁଛନ୍ତି ଲୋକେ । ଏମିତିକି ଏହି ରୋଗ ଗୁଡିକୁ ଡାକ୍ତର ଚିହ୍ନିବା ମଧ୍ୟ ସମ୍ଭବ ହେଉନାହିଁ । ତେଣୁ ମଣିଷ ହୁଅନ୍ତୁ କିମ୍ବା ପଶୁ, ଯାହାବି ରୋଗ ହୁଏ ତା ପଛରେ ଥାଏ ଖାଦ୍ୟ ପେୟ । ଆମେ ଯେଉଁଭଳି ଖାଦ୍ୟ ଖାଇବା ତା'ର ପ୍ରଭାବ ଆମ ଶରୀର ଉପରେ ପଡିବ…