Browsing Tag

new corona positive from odisha

ବଢି ଚାଲିଛି କରୋନା ସଂକ୍ରମଣ, ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ୧୫୨୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ ବ୍ୟୁରୋ) :  ଥମିବାର ନାଁ ଧରୁନି କରୋନା । ବଢିଚାଲିଛି ସଂକ୍ରାମିତଙ୍କ ସଂଖ୍ୟା । ବଢିଚାଲିଛି ମୃତ୍ୟୁ ସଂଖ୍ୟା । ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି କରୋନା । ତେବେ ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୫୨୮ ଜଣ ନୂଆ…