ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୨୩୩ କରୋନା ପଜିଟିଭ୍, ସୁସ୍ଥ ହେଲେ ୩୧୩ ଜଣ ଆକ୍ରାନ୍ତ
ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱରରୁ ଆଜି ମୋଟ ୨୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫୧ ଜଣ ସଂଗରୋଧରୁ ଆସିଥିବା ବେଳେ ୧୮୨ ଜଣ ଲୋକାଲ୍ କଣ୍ଟାକ୍ଟରୁ ଆସିଥିବା ଜଣାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଏ ସମ୍ପର୍କରେ ଟ୍ଵିଟ୍ କରି ସୂଚନା ଦେଇଛି ।…