ମୁକ୍ତିଲାଭ ପୂର୍ବରୁ ବିବାଦ, ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କ୍ ଗଡ୍’କୁ ନେଇ ସୁପ୍ରିମ୍ କୋର୍ଟରେ ମାମଲା
କେନ୍ୟୁଜ୍ (ବ୍ୟୁରୋ): ବଲିଉଡରେ ଏବେ ସମୟ ଖରାପ ଚାଲିଛି,ଏଇ କିଛି ଦିନ ହେବ ବୟକଟ ର ନାରା ହିନ୍ଦୀ ଚଳଚିତ୍ର ଜଗତକୁ ବିବାଦର ଘେରରେ ରଖିଛି । ପୁଣି ଏବେ ସିଂଘମ୍ ଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମ ‘ଥ୍ୟାଙ୍କ୍ ଗଡ୍’ ମୁକ୍ତିଲାଭ ଅପେକ୍ଷାରେ ଥିଲା ବେଳେ ବିବାଦକୁ ଚାଲିଯାଇଛି। ଅଜୟ ଏହି…