ଏବେ ବିନା ନେଟୱାର୍କରେ କଲ କରିପାରିବେ BSNL ବ୍ୟବହାରକାରୀ, କମ୍ପାନୀ ଆଣୁଛି ନୂଆ ଟେକ୍ନୋଲୋଜି
ଭାରତୀୟ ଟେଲିକମ କମ୍ପାନୀ BSNL ଖୁବ ଜଲଦି ଭାରତରେ ଆରମ୍ଭ କରିବାକୁ ଯାଉଛି ଭଏସ ଓଭର ୱାଇଫାଇ ସେବା। ଏଥି ପାଇଁ କମ୍ପାନୀ ତାର ଟେଷ୍ଟିଙ୍ଗକୁ ଶେଷ କରିସାରିଛି। ଏହି ଟେକନିକ ସାହାଯ୍ୟରେ ବ୍ୟବହାରକାରୀ କଲିଙ୍ଗର ସୁବିଧା ଦେଉଥିବା ଆପ୍ ମାଧ୍ୟମରେ ବିନା ନେଟୱର୍କରେ ବି କଲ କରିପାରିବେ।…