Below header
Browsing Tag

new rule of govt

୧ ଜୁନରୁ ବଦଳିବାକୁ ଯାଉଛି ଏହି ବଡ ପରିବର୍ତ୍ତନ, ସାଧାରଣ ଜନତାଙ୍କ ଉପରେ ପଡିବ ଏହାର ସିଧା ପ୍ରଭାବ

ମେ ମାସ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି । ଏହା ପରେ ଜୁନ୍ ମାସ ଆରମ୍ଭ ହୋଇଯିବ। ଯେହେତୁ ପ୍ରତ୍ୟେକ ମାସର ୧ ତାରିଖରୁ ଅନେକ ପରିବର୍ତ୍ତନ ହୁଏ, ସେଥିପାଇଁ ଏଥର ମଧ୍ୟ ଜୁନ୍ ୧ ରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଜୀବନ…

ଏଣିକି ଗାଁରେ ଘର କଲେ ବି ନେବାକୁ ପଡିବ ଅନୁମତି, ସରକାରଙ୍କ ନିୟମ ଅନୁସାରେ ନିର୍ମାଣ କରିବାକୁ ପଡ଼ିବ ଘର

ଏଣିକି ସହର ଭଳି ଗାଁରେ ଘରେ କଲେ ମଧ୍ୟ ନେବାକୁ ପଡିବ ଅନୁମତି। ସରକାରଙ୍କ ନିୟମ ଅନୁସାରେ ନିର୍ମାଣ କରିବାକୁ ପଡ଼ିବ ଘର। ୫ଶହ ବର୍ଗମିଟରରୁ ଅଧିକ ବା ୨ ମହଲା ଘର କଲେ ନେବାକୁ ପଡିବ ଅନୁମତି। ପଞ୍ଚାୟତ ସମିତି ମାଧ୍ୟମରେ ଅନୁମତି ମାଗିବାକୁ ହେବ। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ…