Gmail ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏବେ ବଦଲାଇପାରିବେ ନିଜ ID ନାଁ
Gmail ଆଣିଛି ବଢ଼ିଆ ଖବର । ଯାହା ୟୁଜର୍ସ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଜାଣନ୍ତୁ କ’ଣ ଆଣିଛି ଖବର?
Gmail ତାର ସବୁଠାରୁ ବଡ଼ ଅପଡେଟ୍ ଜାରି କରିଛି, ଯାହାକୁ ୟୁଜର୍ସମାନେ ବହୁତ ଦିନ ଧରି ଅପେକ୍ଷା କରିଥିଲେ । କମ୍ପାନୀ ଆପଣଙ୍କର ୨୨ ବର୍ଷ ପୁରୁଣା Gmail ଆଡ୍ରେସ୍ ପରିବର୍ତ୍ତନ…