Below header
Browsing Tag

newborn baby girl

ମେଡିକାଲ ପାଇଖାନାରେ ନବଜାତ ଶିଶୁ କନ୍ୟାର ମୃତଦେହ, କୋଉଠୁ ଆସିଲା ଚାଲିଛି ତଦନ୍ତ

ଆଳି (କେନ୍ୟୁଜ): ମେଡିକାଲ ଇନଡୋର ଲାଟିନରେ ନବଜାତ ଶିଶୁ କନ୍ୟାର ମୃତଦେହ। କେନ୍ଦ୍ରାପଡା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତବିଭାଗ ଲାଟିନରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳୁ ସକାଳୁ ଲାଟିନ ଭିତରେ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ପଡିଥିବା…

ପୁଣି ଅଲୋଡା ହେଲା ନବଜାତ ଶିଶୁ କନ୍ୟା, ବାପା କହିଲା ଛୁଆ ଆବଶ୍ୟକତା ନଥିଲା

ନୀଳଗିରି(କେନ୍ୟୁଜ୍): ପୁଣି ଅଲୋଡା ହେଲା ନବଜାତ ଶିଶୁ କନ୍ୟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୀଳଗିରିରେ । କେହି ଜଣେ ନବଜାତ ଶିଶୁ କନ୍ୟାକୁ ନୀଳଗିରି ୬ ନମ୍ବର୍ ୱାର୍ଡ ମଙ୍ଗଳା ମନ୍ଦିର ଗଳିରେ ପାହାଡ ପାଖ ମସଜିଦ ପାଖରେ ପକେଇ ଦେଇଯାଇଥିଲା । ଭୋର ପାଖାପାଖି ୪:୫୦ ରେ ଏନେଇ ଖବର ପାଇ…

ପାଚେରୀ ନିକଟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର, ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ବାସିନ୍ଦା

କୁଚିଣ୍ଡା (କେନ୍ୟୁଜ): ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡୋକଟା ଗ୍ରାମର ଦିଲ୍ପୀପ ସାହୁ ଙ୍କ ଘର ବାଉଣ୍ଡରି କାନ୍ଥ ନିକଟରୁ ଆଜି ସକାଳୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଉଦ୍ଧାର ପରେ ଶିଶୁକୁ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ…