Below header
Browsing Tag

newborn girl child

ଅଲୋଡ଼ା ହେଲା ଶିଶୁକନ୍ୟା: ବସ୍ ଚକା ତଳେ ଛୁଆକୁ ଛାଡ଼ି ଫେରାର ହୋଇଗଲା ନିର୍ଦ୍ଦୟୀ ମା’

କେନ୍ଦୁଝର (କେନ୍ୟୁଜ): ଅଲୋଡ଼ା ହେଲା ଶିଶୁକନ୍ୟା । ବସ୍ ଚକା ତଳେ ଶିଶୁକନ୍ୟାକୁ ଛାଡ଼ି ନିର୍ଦ୍ଦୟୀ ମାଆ ଫେରାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବସଷ୍ଟାଣ୍ଡରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ବସ୍ ହେଲପର ଗାଡ଼ିର ଚକ ଗୁଡିକୁ ନିରୀକ୍ଷଣ କରୁଥିବା ବେଳେ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରେ ଶିଶୁ…

ପୁଣି ନବଜାତକୁ ହତାଦର: ମେଡିକାଲ ପାଇଖାନାରୁ ଉଦ୍ଧାର ହେଲା ଶିଶୁକନ୍ୟା

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନାରେ ଅଭାବନୀୟ ଘଟଣା । ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ପାଇଖାନାରେ ପଡିଛି ନବଜାତ ଶିଶୁକନ୍ୟା। ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଏସଏନସିୟୁରେ ଭର୍ତ୍ତି କରାଯାଇଛି। କନ୍ୟାଟି କାହାର ଆଉ କେଉଁ ପରିସ୍ଥିତିରେ ଏଠାକୁ…