Browsing Tag

niali bomb blast

ନିଆଳି କର୍ସଦା ଫାଣ୍ଡି ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ, ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍

ନିଆଳି: ଫାଣ୍ଡି ଉପରକୁ ବୋମାମାଡ। ଗତକାଲି ରାତିରେ ନିଆଳି କର୍ସଦା ଫାଣ୍ଡି ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ କରିଥିଲେ। ତେବେ ବୋମାଟି ପାଖରେ ଥିବା ଏକ ଗଛରେ ବାଜି ବିସ୍ଫୋରଣ ହୋଇଥିଲା। ଏଥିରେ କାହାରି କୌଣସି କ୍ଷତି ହୋଇନାହିଁ। ତେବେ ବୋମାମାଡର କାରଣ ଜଣାପଡିନଥିବାବେଳେ ସନ୍ଦେହରେ ପୋଲିସ…