Browsing Tag

NIC

କେନ୍ଦ୍ର ସରକାରୀ କର୍ମଚାରୀମାନେ ଆଉ ବ୍ୟବହାର ଆକରିପାରିବେନି ଗୁଗୁଲ୍ ଡ୍ରାଇଭ୍, ଡ୍ରପବକ୍ସ ଏବଂ ଭିପିଏନ୍, ଜାଣନ୍ତୁ…

ଭିପିଏନ୍ ଭରଚୁଆଲ ପ୍ରାଇଭେଟ ନେଟୱାର୍କ ବିଷୟରେ ତ ସମସ୍ତେ ଜାଣିଥିବେ, ଯାହାକୁ ସରକାରୀ କର୍ମଚାରୀ ବ୍ୟବହାର କରିପାରୁଥିଲେ କିନ୍ତୁ ଏବେ ଆଉ କେନ୍ଦ୍ର ସରକାରୀ କର୍ମଚାରୀମାନେ ଏହି ପ୍ରାଇଭେଟ ନେଟୱାର୍କ କୁ ବ୍ୟବହାର କରିପାରିବେ ନାହିଁ। ଭାରତ ସରକାରଙ୍କ ଅନୁଯାୟୀ, ସରକାରୀ ତଥ୍ୟର ସୁରକ୍ଷା…

ସେନସିଟିଭ କଣ୍ଟେଟକୁ ନେଇ ହ୍ଵାଟସଆପ ଓ ଟେଲିଗ୍ରାମ ପାଇଁ ଜାରି ହେଲା ସୁରକ୍ଷା ଗାଇଡଲାଇନ, ଜାଣନ୍ତୁ

ଦେଶର ସୁରକ୍ଷାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଜାରି କରିଛନ୍ତି ନୂଆ ନିୟମ। ସେନସେଟିଭ କଣ୍ଟେଟକୁ ଧ୍ୟାନରେ ରଖି ଏହା ଉପରେ ବିଶେଷ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଏଥିପାଇଁ ସବୁ ମନ୍ତ୍ରାଳୟ ତଥା ବିଭାଗକୁ ତତତ୍କାଳ ପଦକ୍ଷେପ ନେବାକୁ କହିଛନ୍ତି। ତେବେ କଣ ରହିଛି…

NICକୁ ଜଣା ନାହିଁ ଆରୋଗ୍ୟ ସେତୁ ଆପ ବନାଇଲା କିଏ ? ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ସୂଚନା କମିସନ୍

ଭାରତରେ କରୋନା କଣ୍ଟାକ୍ଟ ଟ୍ରେସିଙ୍ଗ ଆପ୍ ଆରୋଗ୍ୟ ସେତୁକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆରୋଗ୍ୟ ସେତୁ ଆପ୍ ଲଞ୍ଚ କରିଥିବା ନ୍ୟାସନାଲ ଇନଫର୍ମେଟିକ୍ ସେଣ୍ଟର (NIC) ଜାଣେ ନାହିଁ କିଏ ଏହି ଆରୋଗ୍ୟ ସେତୁଆପ୍ ତିଆରି କରିଛି ? ଏହି ଅବହେଳା ପରେ କେନ୍ଦ୍ରୀୟ ସୂଚନା ଆୟୋଗ ଏନଆଇସି…