Below header
Browsing Tag

nirbhaya fund

ନିର୍ଭୟା ପାଣ୍ଠିକୁ ନେଇ ସରକାରୀ ତଥ୍ୟରେ ସାଂଘାତିକ ଚିତ୍ର, ୯୦ପ୍ରତିଶତ ଅର୍ଥରାଶି ହୋଇପାରିନି ବ୍ୟବହୃତ

ନୂଆଦିଲ୍ଲୀ (କେନ୍ୟୁଜ୍) : ମହିଳାଙ୍କୁ ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଛି ନାନା ଯୋଜନା। ମହିଳା ନିର୍ଯାତନା ରୋକିବା ଓ ସୁରକ୍ଷା ପ୍ରଦାନ କରିବା ପାଇଁ ୨୦୧୨ରେ ଗଠନ କରାଯାଇଥିଲା ନିର୍ଭୟା ପାଣ୍ଠି। ତେବେ ସରକାରୀ ତଥ୍ୟରେ ମିଳିଛି ସାଂଘାତିକ ତଥ୍ୟ। ୩ହଜାର ୬ଶହ କୋଟି ଟଙ୍କାରେ ଗଠନ କରାଯାଇଥିବା…