Below header
Browsing Tag

NLU cuttack

ସର୍ବଭାରତୀୟ ପ୍ରତିଯୋଗିତାରେ କଟକ ନେସନାଲ ଲ’ ୟୁନିଭରସିଟିର ମୋତାକ୍କିଫ୍‌ ଏବଂ ସ୍ୱୟଂସମ୍ଭବଙ୍କୁ ରନର୍ସ ଅଫ୍‌ ଟ୍ରଫି

କେନ୍ୟୁଜ(ବୁରୋ) : ରାଜସ୍ଥାନ ଜୟପୁର ସ୍ଥିତ ଜେଇସିଆରସି ୟୁନିଭରସିଟି ଆନୁକୂଲ୍ୟରେ ମଇ ୨୭ ଓ ୨୮ ଦୁଇଦିନ ଧରି ଆୟୋଜିତ ‘ମେଡିଏସନ ଆଣ୍ଡ ନେଗୋସିଏସନ’ ଶୀର୍ଷକ ଏକ ସର୍ବଭାରତୀୟ ପ୍ରତିଯୋଗିତାରେ କଟକ ନେସନାଲ ଲ’ ୟୁନିଭରସିଟି ରନର୍ସ ଅଫ୍‌ ଟ୍ରଫି ହାସଲ କରିଛି । ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ…