ଭାରତରେ Nokia ଲଞ୍ଚ କଲା ୬୫ ଇଞ୍ଚର ସ୍ମାର୍ଟଟିଭି, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ
ଟେକ କମ୍ପାନୀ ନୋକିଆ ନିଜର ୬୫ ଇଞ୍ଚ ସ୍ମାର୍ଟ ଟିଭି ଭାରତରେ ଲଞ୍ଚ କରିଛି। ଏହି ସ୍ମାର୍ଟ ଟିଭିରେ ଦମଦାର ଡିସପ୍ଲେ ସହିତ ଆଣ୍ଡ୍ରଏଡ ୧୦ ରହିଛି। ଏହାଛଡା ଏହି ସ୍ମାର୍ଟ ଟିଭିରେ ଶାନଦାର ସ୍ପିକରର ସପୋର୍ଟ ରହିଛି। ଏହାପୂର୍ବରୁ ନୋକିଆ ଅନେକ ଟିଭି ଲଞ୍ଚ କରିସାରିଛି, ଯାହାକୁ ଲୋକେ ବହୁତ ପସନ୍ଦ…