Below header
Browsing Tag

nomination

ସାରା ରାଜ୍ୟରେ ବଢୁଛି ରାଜନୈତିକ ତାତି, ନାମାଙ୍କନ ପରେ ଜୋର ଧରିଛି ପ୍ରଚାର

ଭୁବନେଶ୍ବର (କେନ୍ୟୁଜ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ନାମାଙ୍କନ ଦାଖଲ କରିବା ପରେ ସରଗରମ ହୋଇଛି ପ୍ରଚାର ମାହୋଲ। ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରସନ୍ନ୍ ଆଚାର‌୍ୟ୍ୟ। ବିଜେଡି ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ଦେବେଶ ଆଚାର‌୍ୟ୍ୟ। ତାଙ୍କୁ ଟକ୍କର ଦେବାକୁ…

ଯାଞ୍ଚ ଶେଷ : ବିଧାନସଭା ପାଇଁ ୨୬୧ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ୍

ଭୁବନେଶ୍ବର(କେନ୍ୟୁଜ୍) : ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ବିଧାନସଭା ପାଇଁ ୨୬୧ ଏବଂ ଲୋକସଭା ପାଇଁ ୩୭ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ୍ ରହିଛି । ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨୯୯ ପ୍ରାର୍ଥୀଙ୍କ…

ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ

ଭୁବନେଶ୍ବର(କେନ୍ୟୁଜ୍) : ବୌଦ୍ଧ ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀମାନଙ୍କ ସହ ସ୍ୱାଧୀନ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ପକ୍ଷରୁ ବାଚସ୍ପତି ପ୍ରଦୀପ ଅମାତ୍ ନାମାଙ୍କନ ଦାଖଲ କରିଥିବାବେଳେ ବିଜେପି ସୁଶାନ୍ତ ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ସେପଟେ ପ୍ରଥମଥର…

ଆଜି ପ୍ରଥମ ପର୍ଯ୍ୟାୟ ନାମାଙ୍କନର ଶେଷ ଦିନ, ପ୍ରାର୍ଥିପତ୍ର ଦାଖଲ କରିବେ ବହୁ ତୁଙ୍ଗ ନେତା

ଭୁବନେଶ୍ବର (କେନ୍ୟୁଜ୍) : ଆଜି ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲର ଶେଷ ଦିନ । ଶେଷ ଦିନରେ ବହୁ ଦଳର ତୁଙ୍ଗ ନେତା ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି। ଏପ୍ରିଲ ୧୧ରେ ପ୍ରଥମ ପର‌୍ୟ୍ୟାୟରେ ୪ଟି ଲୋକସଭା ପାଇଁ ହେବ ଭୋଟ୍ ଗ୍ରହଣ । ୪ଟି ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ…