Browsing Tag

north-east england

କ୍ରୋଧ ବନିଲା କାଳ, ଗେଟ ସମ୍ମୁଖରେ ଥିବା କାର୍ ର ହେଲା ଶେଷରେ ଏମିତି ଅବସ୍ଥା, ଦେଖନ୍ତୁ

କୁହାଯାଏ କ୍ରୋଧ ମନୁଷ୍ୟର ହେଉଛି ପରମ ଶତ୍ରୁ । କ୍ରୋଧ କାରଣରୁ ଯାହା କିଛି ହୁଏ , ତାହା କେବେ ଠିକ ହୋଇ ନଥାଏ । ଏହି ଘଟଣା ସତ ମଧ୍ୟ ହୋଇଛି । ଜଣେ ଚାଷୀ ଏମିତି ରାଗିଲେ ଯେ, ଘର ସାମ୍ନାରେ ଥିବା ଗାଡିକୁ ନିଜ ଟ୍ରାକ୍ଟର ଜରିଆରେ ଓଲଟାଇ ଦେଲେ । ଖବରଟି ବଡ଼ ବିଚିତ୍ର ଲାଗୁଥିଲେ ମଧ୍ୟ ଏହା…