ଶୀତ ଦିନରେ ଡଲ୍ ଓ ଡ୍ରାଏ ସ୍କିନ୍କୁ କରନ୍ତୁ ବାଏ ବାଏ, ନିଜ ଡାଏଟ୍ରେ ଆଡ୍ କରନ୍ତୁ ଏହି ତିନୋଟି ବେରିଜ୍
ଅନ୍ୟ ସବୁ ଦିନ ଗୁଡିକରେ ଯେତେ ମାତ୍ରାରେ ସ୍କିନ ଖରାପ ହୋଇଥାଏ ଖାସ କରି ଶୀତ ଦିନରେ ଅଧିକ ହୋଇଥାଏ । କାରଣ ଶୀତ ଦିନରେ ସ୍କିନ କୁ ଯେତିକି ମାତ୍ରାରେ ପୋଷଣ ମିଳିବା ଦରକାର ସେତିକି ପୋଷଣ ମାତ୍ରାରେ ମିଳିପାରୁ ନାହିଁ । ଶୀତ ଦିନ ଆସିବା ମାତ୍ରେ ହିଁ ଲୋକେ ନିଜ ଚର୍ମର ଯତ୍ନ ପାଇଁ ଅନେକ…