ମୁହଁରେ ଅକ୍ଟୋପସ ଲଗାଇ ଫଟୋ ଉଠାଇବା ପଡିଲା ମହଙ୍ଗା, ଶେଷରେ ଡାକ୍ତରଖାନା ଗଲେ ମହିଳା
ମହିଳାଙ୍କୁ ମୁହଁରେ ଅକ୍ଟୋପସ ଲଗାଇ ଫଟୋ ଉଠାଇବା ମହଙ୍ଗା ପଡିଲା। ଅକ୍ଟୋପସ କାମୁଡାରୁ ମହିଳାଙ୍କ ମୁହଁ, ଗାଲ, ଶରୀରର ବିଭିନ୍ନ ଅଂଶ ଫୁଲିଯିବା ସହିତ ପାରାଲିସିସ ହେବା ସହ ମହିଳା ଜଣକ ହସପିଟାଲରେ ଯନ୍ତ୍ରଣା ଭୋଗୁଛନ୍ତି।
ଖବର ମୁତାବକ, ଓ୍ଵାଶିଂଟନର ସୁଶ୍ରୀ ବିସଗଲିୟା ମହିଳା ଟେକୋମା…