Below header
Browsing Tag

odia immigrants

ଗଞ୍ଜାମ ଫେରିଲେ ସୁରତରେ ଫସିଥିବା ପ୍ରବାସୀ ଓଡ଼ିଆ, ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ସହ ସମସ୍ତଙ୍କ ପାଇଁ ରହିବାର…

ଗଞ୍ଜାମ : ଗଞ୍ଜାମ ଫେରିଲେ ସୁରତରେ ଫସିଥିବା ପ୍ରବାସୀ ଓଡ଼ିଆ । ମଙ୍ଗଳବାର ସୁରଟରୁ ବାହାରିଥିବା ୩ଟି ବସ ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମରେ ପହଁଚିଥିଲା। ୧୦୮ ଜଣ ଓଡିଆଙ୍କୁ ନେଇ ଆସିଥିବା ତିନୋଟି ବସ ରାତି ପ୍ରାୟ ୨.୩୦ ମିନିଟ ସମୟରେ ଆସିକାରେ ପହଁଚିଥିଲା। ପୋଲିସ ଓ ପ୍ରଶାସନ ପକ୍ଷରୁ…

ଗଞ୍ଜାମ ଫେରିଲେ ସୁରଟରେ ଫସିଥିବା ୨୧୭ଜଣ ପ୍ରବାସୀ ଓଡ଼ିଆ, ସମସ୍ତଙ୍କର କରାଯାଇଛି ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା

ଗଞ୍ଜାମ : ଗଞ୍ଜାମ ଫେରିଲେ ସୁରଟରେ ଫସିଥିବା ପ୍ରବାସୀ ଓଡ଼ିଆ । ୪ଟି ବସ୍‌ରେ ୨୧୭ ଜଣ ପ୍ରବାସୀ ସୁରଟରୁ ଫେରିଛନ୍ତି । ସୁରଟରୁ ବସ୍‌ ଯୋଗେ ଆସିଥିବା ପ୍ରବାସୀ ଓଡିଆମାନଙ୍କୁ ଗଞ୍ଜାମ ଜିଲ୍ଲାର ଧରାକୋଟ ଓ ଶେରଗଡର ୨ଟି ଶିକ୍ଷାନୁଷ୍ଠାନରେ ସଂଗରୋଧରେ ରଖାଯାଇଛି। ସେମାନଙ୍କ ନାଁ ପଞ୍ଜିକରଣ…