Below header
Browsing Tag

odisha bus fined

ଭୁବନେଶ୍ୱରରେ ଏକ ସ୍କୁଲ ବସ୍‌କୁ ୨ଲକ୍ଷ ୩୩ ହଜାର ୨୩୪ ଟଙ୍କା ଜରିମାନା

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଏକ ସ୍କୁଲ ବସ୍‌କୁ ୨ଲକ୍ଷ ୩୩ ହଜାର ୨୩୪ ଟଙ୍କା ଜରିମାନା। ଫିଟନେସ୍‌ ଓ ପରମିଟ୍‌ ନଥିବାରୁ ଜରିମାନା ଲଗାଇଛି ଆଞ୍ଚଳିକ ପରିବହନ ବିଭାଗ । ସକାଳୁ ବସ୍‌ଟି ପିଲାଙ୍କୁ ନେଇ ସ୍କୁଲ ଯାଉଥିବା ବେଳେ ଡମଣା ଛକରେ ଚେକିଂରେ ଧରାପଡ଼ିଥିଲା । ସ୍କୁଲ ପିଲାଙ୍କୁ…

କୋରାପୁଟ୍‌ରୁ ଭୁବନେଶ୍ୱର ଯାଉଥିବା ବେଳେ ୫ଲକ୍ଷ ୬୬ ହଜାର ଟଙ୍କାର ଚାଲାଣ କାଟିଲା ଭୁବନେଶ୍ୱର RTO-2

ଭୁବନେଶ୍ବର: ବସ୍‌କୁ ସାଢେ ୫ ଲକ୍ଷରୁ ଅଧିକ ଟଙ୍କାର ଫାଇନ୍‌ । ହାଇୱେ ଡନ୍‌ ନାମକ ଏକ ବସ୍‌ ଉପରେ ପଡିଛି ୫ଲକ୍ଷ ୬୭ହଜାର ୯୮୧ଟଙ୍କାର ଫାଇନ୍‌ । ବସ୍‌ଟି କୋରାପୁଟରୁ ଭୁବନେଶ୍ୱର ଯାଉଥିବାବେଳେ ଭୁବନେଶ୍ୱର RTO-2 ENFORCEMENT WING ଧରିଥିଲା । ବସ୍‌ର ଟ୍ୟାକ୍ସ ଓ ଫିଟନେସ୍‌ ସାର୍ଟିଫିକେଟ୍‌…