Browsing Tag

odisha ranji trophy

ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ: ୫ ନୂଆ ମୁହଁ ଦଳରେ ସାମିଲ, ନେତୃତ୍ୱରେ ଅଭିଜ୍ଞ ବ୍ୟାଟର ଶୁଭ୍ରାଂଶୁ ଶେଖର

ଭୁବନେଶ୍ବର(କେନ୍ଯୁଜ୍): ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ । ଅଭିଜ୍ଞ ବ୍ୟାଟର ଶୁଭ୍ରାଂଶୁ ଶେଖର ସେନାପତିଙ୍କୁ ଦଳର ନେତୃତ୍ୱ ଦିଆଯାଇଛି । ୫ ନୂଆ ମୁହଁ ଦଳରେ ସାମିଲ ହୋଇଛନ୍ତି । ୧୦ ତାରିଖରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ ଓଡ଼ିଶା ଟିମ୍‌ । ଏଲିଟ୍‌ ଗ୍ରୁପ୍‌ ଡି’ରେ ରହିଛି ଓଡ଼ିଶା…