କନ୍ଧମାଳ ଜିଲ୍ଲା ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ, ମୟୁରଞ୍ଜର ରାଇରଙ୍ଗପୁରର ନନ୍ଦୁ ରାମ ସୋରେନ୍ ସହିଦ
ଫୁଲବାଣୀ/ରାଇରଙ୍ଗପୁର (କେ ନ୍ୟୁଜ୍) : ସୋମବାର ରାତିରେ ପୂର୍ବ ଲଦାଖର ଗଲ୍ଓ୍ଵାନ୍ ଘାଟିରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିଲେ । ତେବେ ଏହି ଯବାନଙ୍କ ମଧ୍ଯରେ ଓଡିଶାରୁ ଦୁଇ ଜଣ ଥିବା ନେଇ ସୂଚନା ମିଳିଛି ।
ଜଣେ…