Browsing Tag

odisha strike

୧୦ ଦିନ ଭିତରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ନକଲେ ଆନ୍ଦଳନ,୧୨ ତାରିଖରେ ଓଡିଶା ବନ୍ଦ ଡାକରା ଦେବ କଂଗ୍ରେସ

କେନ୍ୟୁଜ୍(ବ୍ୟୁରୋ):ଆସନ୍ତା ୧୨ ତାରିଖରେ ଓଡିଶା ବନ୍ଦ ଡାକରା । ୧୦ ଦିନ ଭିତରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଯଦି ପଦବୀରୁ ବହିଷ୍କାର ଓ ଗିରଫ ନକରାଯାଏ ତେବେ ୧୨ ତାରିଖରେ ଓଡିଶା ବନ୍ଦ ରହିବ। ଏହି ସୂଚନା ଦେଇଛନ୍ତି ଓଡିଶା କଂଗ୍ରେସର ମୁଖପାତ୍ର ରଜନୀ ମହାନ୍ତି। ସେପଟେ ମମିତା…