Browsing Tag

Oil India Limited Assam

ଇଂଜିନିୟରିଂ କରିଥିଲେ Oil India ରେ ଚାକିରି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ଚାକିରି ଖୋଜୁଛନ୍ତି କି ? ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ବଡ ଖବର। ଅଏଲ ଇଣ୍ଡିଆ ଲିମିଡେଟ୍ ପକ୍ଷରୁ ଡିବ୍ରୁଗଡ, ତିନସୁକିୟା, ଆସାମ, ଅରୁଣାଚଳପ୍ରଦେଶ ଜିଲାରେ ଥିବା ଅଏଲ ଫିଲ୍ଡ ହେଡକ୍ୱାର୍ଟରରେ ଗ୍ରେଡ ୭ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏଥିପାଇଁ ଇଚ୍ଛୁକ ଏବଂ ଯୋଗ୍ୟ…