Browsing Tag

olasuni

ପିକନିକ୍ ସ୍ପଟ୍ ‘ଓଳାଶୁଣୀ’ରେ ଜମୁଛି ପର୍ଯ୍ୟଟକଙ୍କ ଭିଡ, ପୋଡପିଠା ଭୋଗ ଲଗାଇ ମାନସିକ ରଖୁଛନ୍ତି ଲୋକେ

ଯାଜପୁର: ଆରମ୍ଭ ହୋଇଛି ପିକନିକ୍ ଋତୁ । ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଏବେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । ଆଉ ଏଥିରୁ ବାଦ ପଡିନାହିଁ ଯାଜପୁର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଓଳାଶୁଣୀ । ନବବର୍ଷର ଅବ୍ୟବହିତ ପୂର୍ବରୁ ଏଠାକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ । ପାହାଡ ଉପରେ…

ଧୀରେ ଧୀରେ ଓଳାଶୁଣୀ ମୁହାଁ ହେଉଛନ୍ତି ପର୍ଯ୍ୟଟକ, ମନମୋହୁଛି ପୋଡ ପିଠାକୁ ଶୁଖୁଆ ଭୋଗ

ମାହାଙ୍ଗା(କେନ୍ୟୁଜ୍‌): କଟକ ,କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ସଙ୍ଗମ ସ୍ଥଳୀ ସନ୍ଥ ଅରକ୍ଷିତ ଦାସଙ୍କ ପୀଠ ଓଳାଶୁଣୀରେ ଏବେ ପର୍ଯ୍ଯଟନ ଋତୁରେ ପର୍ଯ୍ଯଟକଙ୍କ ଭିଡ଼ ଲାଗୁଛି । ଓଡ଼ିଶାର କୋଣ ଅନୁକୋଣରୁ ପର୍ଯ୍ଯଟକମାନେ ଏହି ଓଳାଶୁଣୀ ପୀଠକୁ ବୁଲିବା ପାଇଁ ଆସିଥାନ୍ତି । ଏଠାରେ ଭୋଜିଭାତ ସହିତ…