Browsing Tag

old man case

ଘର ସାଜିଥିଲା ଗଛ କୋରଡ, ଦୀର୍ଘ ୩୫ ବର୍ଷ ପରେ ଭିଟାମାଟିକୁ ଫେରିବେ ବୃଦ୍ଧ

ଗଜପତି(କେ ନ୍ୟୁଜ): ରାଜ୍ୟ ସରକାର ଓ ଗଜପତି ଜିଲ୍ଲାପାଳଙ୍କ ପ୍ରୟାସରେ ଦୀର୍ଘ ୩୫ବର୍ଷ ପରେ ନିଜ ଗ୍ରାମକୁ ଫେରିବେ ଜଗପତି କାର୍ଯି ଓରଫ ଦୟା ଭୂୟାଁ । ଗତକିଛି ଦିନ ପୂର୍ବେ ଅରୁଣାଞ୍ଚଳ ପ୍ରଦେଶର ଜଣେ ଶିକ୍ଷକ ରୁବୁଆମ୍ମା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ କରିଥିଲେ । ଉକ୍ତ ଭିଡିଓ ଟିରେ…