Browsing Tag

old man death due to accident

ବାଲେଶ୍ୱର : ବସ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ , କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା

ବାଲେଶ୍ୱର(କେନ୍ୟୁଜ୍) : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଭେଲପୁରା ଛକ ଭଗବତୀ ମନ୍ଦିର ଆଗରେ ସଡ଼କ ଦୁର୍ଘଟଣା । ବସ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର କୁଶ ଗିରି । ସ୍ଥାନୀୟ ଲୋକେ ବସ୍‌ ଡ୍ରାଇଭରକୁ ଅଟକ ରଖିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ…