ଫୁଲ ତୋଳିବା ବେଳେ ଅଘଟଣ: ନିଜ ପାଇଖାନା ଟାଙ୍କିରେ ପଡ଼ି ବୃଦ୍ଧା ମୃତ
କଟକ (କେନ୍ୟୁଜ): କଟକ ଯୋବ୍ରା ଅଞ୍ଚଳରେ ଅଘଟଣ । ଫୁଲ ତୋଳିବା ବେଳେ ଜୀବନ ଗଲା । ପାଇଖାନା ଟାଙ୍କି ଉପରେ ଛିଡା ହୋଇ ଫୁଲ ତୋଳୁଥିବା ବେଳେ ସ୍ଲାବ ଭାଙ୍ଗି ଟାଙ୍କିରେ ଖସି ପଡ଼ିଥିବା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧାଙ୍କ ନାଁ ଜୟଶ୍ରୀ ରାଉତ ଓ ବୟସ ୬୦ ବୋଲି ଜଣାପଡିଛି । ଘଟଣାସ୍ଥଳରେ…