Below header
Browsing Tag

Old woman dies

ମୋଟର ସାଇକେଲ ଧକ୍କାରେ ବୃଦ୍ଧା ମୃତ, ଚାଳକ ଫେରାର

କଣ୍ଟାବାଞ୍ଜି (କେନ୍ୟୁଜ): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧାମନଡଙ୍ଗା ଗାଁରେ ସଡକ ଦୁର୍ଘଟଣା । ମୋଟର ସାଇକେଲ ଧକ୍କାରେ ବୃଦ୍ଧା ମୃତ । ମୃତ ବୃଦ୍ଧା ଜଣକ ହେଲେ ଧାମନଡ଼ଙ୍ଗା ଗାଁର ଲଳିତା ପୁଟେଲ । ମୃତକଙ୍କ ପରିବାର ଲୋକଙ୍କ ଅନୁସାରେ ଆଜି ସକାଳୁ ସକାଳ ୬ ଟା ସମୟରେ…