Below header
Browsing Tag

ollywood director died

ଓଲିଉଡକୁ ପୁଣି ଏକ ଧକ୍କା, ସମସ୍ତଙ୍କୁ ଛାଡି ଚାଲିଗଲେ ପ୍ରସିଦ୍ଧ ନିର୍ଦ୍ଦେଶକ ଶିଶିର ମୋହନ ପତି ‘ବୁଟୁ…

କଟକ : ଓଡ଼ିଆ ସିନେ ଦୁନିଆ ପାଇଁ ଆଉ ଏକ ଦୁଃଖ ଖବର । ନିର୍ଦ୍ଦେଶକ ଶିଶିର ମୋହନ ପତି ଆଉ ନାହାନ୍ତି । ୬୬ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ପରେ ରାତିରେ ସତୀ ଚଉରା ଶ୍ମଶାନରେ ସତ୍କାର କରାଯାଇଛି । କୋଭିଡ ନିୟମ ପାଳନ କରି…