Browsing Tag

onday series

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ, ନାପିୟରରେ ପ୍ରଥମ ମୁକାବିଲା

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ। ନାପିୟର ମ୍ୟାକଲିନ୍ ପାର୍କରେ ପ୍ରଥମ ମୁକାବିଲା। ଭାରତୀୟ ସମୟ ସକାଳ ସାଢ଼େ ୭ଟାରେ ମ୍ୟାଚ ଖେଳାଯିବ। ନ୍ୟୁଜିଲାଣ୍ଡ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇ ଭାରତ ଦିନିକିଆ ସିରିଜ କବଜା…