Browsing Tag

onion tea

ହାଇ ବ୍ଲଡ୍ ପ୍ରେସର ସବୁଦିନ ପାଇଁ ହେବ କଣ୍ଟ୍ରୋଲ, ପ୍ରତ୍ୟେକ ଦିନ ପିଅନ୍ତୁ ପିଆଜ ଚା’,

ପିଆଜ ସାଧାରଣତଃ ସମସ୍ତଙ୍କ ଘରେ ବ୍ୟବହୃତ ହୁଏ । କେବଳ ଭାରତରେ ନୁହେଁ, ବରଂ ଅନେକ ଦେଶର ରୋଷେଇ ଘରେ କୁକିଂ ପିଆଜ ବିନା ସମ୍ପୂର୍ଣ୍ଣ ହେଇନଥାଏ । ସ୍ୱାଦକୁ ଦ୍ୱିଗୁଣିତ କରିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ ହୋଇଥାଏ ପିଆଜ । ପିଆଜ ପରି ଏହାର ଚା ବି ଶରୀରରେ ଥିବା ଅନେକ ରଫାକୁ…